ଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର

834 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର । ଜାଗା ମିଶନ ମାଧ୍ୟମରେ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ରହୁଥିବା ଭୂମିିହୀନ ପରିବାରଙ୍କୁ ଚିହ୍ନଟ କରାଯାଇଛି ।

ଏ ନେଇ ଏକ ବୈଠକ ଯାଜପୁର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଯାଜପୁର ପୌରାଂଚଳର ୨୨ ଜଣ ଏବଂ ବ୍ୟାସନଗର ପୌରାଂଚଳର ୨୦୨୪ ଜଣଙ୍କ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଏଥିପାଇଁ ଆସନ୍ତା ୫ ତାରିଖରେ ସମସ୍ତ ଭୂମିହୀନ ମାନଙ୍କୁ ସେମାନଙ୍କର ସାର୍ଟିପିଂକେଟ ପ୍ରଦାନ କରାଯିବ ବୋଲି ଯାଜପୁର ର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକ ସୂଚନା ଦେଇଛନ୍ତି । ଏହି ସାର୍ଟିପିଂକେଟ ପାଇଁ କୌଣସି ବ୍ୟକ୍ତି ବା ଅଧିକାରୀଙ୍କୁ କୌଣସି ଉତ୍କୋଚ ନ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି,ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Facebook Notice for EU! You need to login to view and post FB Comments!

Related Post

ବାହାଲି ନାଳସେତୁ ସଂପୁର୍ଣ ଦାବି ନେଇ ଜାତୀୟ ରାଜପଥ ଅବରୋଧ

Posted by - July 8, 2021 0
ବୌଦ୍ଧ୭/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାଣିଭୁଷଣପୁର ପଂଚାୟତ ବାହାଲି ଠାରେ ଅଂସପୁର୍ଣ ହୋଇ ପଡିରହିଥିବା ସେତୁ କୁ ସଂପୁର୍ଣ କରିବା ଦାବିନେଇ ଆଜି ସ୍ଥାନିୟ ବାସିନ୍ଦା…

ନୂଆଗାଁ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚଙ୍କ ଦାଇତ୍ୱ ଗ୍ରହଣ

Posted by - March 17, 2022 0
ବାଲେଶ୍ୱର :ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତ ରେ ଆଜି ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚ ପଞ୍ଚାୟତ ଅଫିସ ଗୃହରେ ପୂଜା ଅର୍ଚନା…

ସ୍ବର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ ପାଳନ

Posted by - November 1, 2021 0
ବୌଦ୍ଧ(ସାମରେଶ ମିଶ୍ର)ବୌଦ୍ଧ ଜିଲ୍ଲା କଂଗ୍ରେସ ର ଆଇନ ସେବା କାର୍ଯ୍ୟାଳୟରେ ସ୍ବର୍ଗତ ଭାରତରତ୍ନ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇ ଯାଇଛି…

ଗାଇ କୁ ବଞ୍ଚାଇବାକୁଯାଇ ଗଛରେ ପିଟିହେଲା କାର୍ ,୨ ଆହତ

Posted by - June 25, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ )ଖୋର୍ଧା ବଲାଙ୍ଗିର୍୫୭ନମ୍ବର ଜାତିୟ ରାଜପଥର ପୁରୁଣାକଟକ ଥାନା ବଡବନ୍ଧ ନିକଟରେ ଏକ କାର୍ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ବେଳେ ଦୁଇ ଆହତ ହୋଇଥିବା…

ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ଶେଷ, ନୀଳ ଗିରି ରେ ପୂଜାର୍ଚନା, ଉତ୍ସବ ର ମାହାଲ !

Posted by - August 6, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ୍)ଶତାବ୍ଦୀ ଶତାବ୍ଦୀ ର ପ୍ରତୀକ୍ଷା ର ଅନ୍ତ ଘଟିଛି। ଭାରତୀୟ ସଂସ୍କୃତି, ଅସ୍ମିତା ର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ର ଭୂମି…

Leave a comment

Your email address will not be published.