Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

‘ମୋ ସରକାର’ ଅଧିନକୁ ଆସିଛି ଆଉ ୫ଟି ବିଭାଗ। ଜଙ୍ଗଲ ଏବଂ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ମୋ ସରକାରରେ ସାମିଲ

524 0
Facebook Notice for EU! You need to login to view and post FB Comments!

Related Post

ଶେଷରେ ରାଜି ହେଲେ କିଶୋର ମହାନ୍ତି,ମାନିଲେ ପ୍ରଣବ ଙ୍କ କଥା

Posted by - January 18, 2019 0
ଝାରସୁଗୁଡ଼ା ରାଜନୀତିରେ ପଟ୍ଟ ପରିବର୍ତ୍ତନ। ଦୁଇ ପାରମ୍ପରିକପ୍ରତିଦ୍ୱନ୍ଦୀ ବିଜେଡି ଜିଲ୍ଲା ସଭାପତି କିଶୋରମହାନ୍ତି ଓ ଗତକାଲି କଂଗ୍ରେସରୁ ଇସ୍ତାଫା ଦେଇଥିବା ବିଧାୟକ ନବାଦାସଙ୍କୁ ଏକାଠି କରାଇଲେ ବିଜେଡିର…

Leave a comment

Your email address will not be published.