Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

କଂଗ୍ରେସରେ ମାର୍‌ପିଟ:ପୁରୀ ପରେ ଏବେ ଭଦ୍ରକ,ଏହା ଦଳ ବାହାର ଲୋକଙ୍କ କାମ:-ନିରଞ୍ଜନ ପଟ୍ଟନାୟକ

409 0

ଭଦ୍ରକ ୧୯।୦୨: କଂଗ୍ରେସ ଅଫିସରେ ପୁଣି ଗଣ୍ଡଗୋଳ । ଗତଥର ପୁରୀରେ ,ଏଥର ଭଦ୍ରକରେ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି ।ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ ଚାଲିଥିଲା । ଏହି ସମ୍ମିଳନୀରେ ବିଭିନ୍ନ ପଦବୀ ବଣ୍ଟନ ଓ ଆଲୋଚନାର କାର୍ଯ୍ୟକ୍ରମ ସୂଚନା ମିଳିଛି । ତେବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଆସିବା ପୂର୍ବରୁ କଂଗ୍ରେସର ପୂର୍ବତନ ଛାତ୍ର ସଭାପତି ବଳରାମ ରାଉତଙ୍କୁ ଅନ୍ୟ ଗୋଷ୍ଠୀର କର୍ମୀ ମାଡ ମାରିଥିବା ନେଇ ଭଦ୍ରକ ଟାଉନ ଥାନାରେ ଏତଲା ହୋଇଛି ।ଏନେଇ ବଳରାମ ରାଉତ କହିଛନ୍ତି-“ଓଡ଼ିଶା ଓ ଭଦ୍ରକରେ କଂଗ୍ରେସର ସ୍ଥିତି କଣ ରହିଛି  ସେ ବିଷୟରେ ଅବଗତ କରାଇବା ପାଇଁ ଆମେ କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲୁ। ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ଆସିବା ପୂର୍ବରୁ ଆମ ଉପରେ ମାଡ଼ ହୋଇଛି। ମାଡ଼ ମାରିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ।

Related Post

ସିଲ ହେଲା ବୁର୍ଲା ଭିମସାର ଅଧ୍ୟକ୍ଷା କାର୍ଯ୍ୟାଳୟ

Posted by - January 21, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସିଲ ହେଲା ବୁର୍ଲା ଭୀମସାର ଅଧ୍ୟକ୍ଷା ଙ୍କ କାର୍ଯ୍ୟାଳୟ ।ଏକ ମାମଲା ର ଶୁଣାଣୀ କରି ଜିଲ୍ଲା ଦୌରାଜଜ୍ ଏହି ନିଷ୍ପତ୍ତି ନେଇଛନ୍ତି ।…

କାର୍ତ୍ତିବ୍ୟରେ ରହି ଅସହଯୋଗ ଆନ୍ଦୋଳନ ରେ ତାଲପାଲି ଡାକ୍ତର ଖାନା ର ଆୟୂଷ ଡାକ୍ତର

Posted by - October 8, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗାଇସିଲେଟ ବ୍ଲକ ର ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମଧ୍ୟ ଅସହଯୋଗ ଆନ୍ଦୋଳନ ରେ…

ଘର ଏବଂ ଦୋକାନରୁ ୧୪୯ ବସ୍ତା ପିଡିଏସ ଚାଉଳ ଏବଂ ୪ ବସ୍ତା ଗହମ ଜବତ

Posted by - February 19, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ସରକାର ଗରିବ ଖଟିଖିଆ ଶ୍ରେଣୀର ଲୋକଙ୍କ ପାଇଁ ଚାଉଳ, ଗହମ ଯୋଗାଇ ଦେଉଛନ୍ତି। ପରିତାପର ବିଷୟ ଗରିବଙ୍କ ପାଇଁ ଆସୁଥିବା ପିଡିଏସ ଚାଉଳ…

ସ୍କୁଲ୍ ପରିସର ଭିତରେ ୪ ଶୁଖିଲା ବଡ ଶିମିଳିଗଛ, ମାଡିବସିବା ଆଶଙ୍କା

Posted by - June 22, 2021 0
ହରଭଙ୍ଗା:(ଚିତ୍ତ ରଞ୍ଜନ ସିଁ )ସରକାର କହୁଛନ୍ତି ଆଜିର ଛାତ୍ର କାଲି ଦେଶ ର ସୁନାଗରିକ, କିନ୍ତୁ, ଛାତ୍ର ବଞ୍ଚିଲେ ତ ? ଘଟଣାଟି ହରଭଙ୍ଗା ବ୍ଲକ ଅଫିସ…

Leave a comment

Your email address will not be published.