Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

କରୋନା ଭୟ,ଛୁଇଁବାକୁ ଦିଆଯାଇନଥିଲା ମୃତଦେହ

1108 214

ବାଲେଶ୍ୱର :କମର୍ଦ୍ଦା ଥାନା ଆରୁହାବୃତ୍ତି ଗାଁର ସେକ୍‌ ମନ୍ତାଜ ଓ ଯାଜପୁର ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଅଞ୍ଚଳର ସେକ୍‌ ବେହେରୁଦ୍ଦିନ୍‌ ଜାପାନ ଯାଇଥିଲେ। ଟୋକିଓରେ ଏକ ହୋଟେଲ୍‌ରେ ରୋଷେୟା ଭାବେ କାମ କରୁଥିବା ବେଳେ ଗତ ୨୯ ତାରିଖରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଗତକାଲି ଉଭୟଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଥିଲା। ଆଜି ଏକ ସ୍ୱତନ୍ତ୍ର ବିମାନରେ ଉଭୟଙ୍କ ମୃତଦେହ କୋଲକାତା ଅଣା ଯାଇଥିଲା। କୋଲକାତାରୁ ଉଭୟଙ୍କ ମୃତଦେହ ପୃଥକ୍‌ ଆମ୍ୱୁଲାନ୍ସରେ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି।ଭୋଗରାଇ ବ୍ଲକ ଆରୁହାବୃତ୍ତି ଗାଁରେ ସେକ୍‌ ମନ୍ତାଜଙ୍କ ମୃତଦେହ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଥିଲା।

କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ପରିବାର ଲୋକଙ୍କୁ ମରଶରୀର ଦେଖିବାକୁ ବା ଛୁଇଁବାକୁ ଦିଆଯାଇନଥିଲା। ବାଲେଶ୍ୱର ସିଡିଏମ୍‌ଓଙ୍କ ନେତୃତ୍ୱରେ ଗଠିତ ୧୦ ଜଣିଆ ମେଡିକାଲ୍‌ ଟିମ୍‌ଙ୍କ ଉପସ୍ଥିତି ୪ ଜଣ ସମ୍ପର୍କୀୟ ସେକ୍‌ଙ୍କ ମରଶରୀରକୁ କବର ଦେଇଥିଲେ। ହେଲେ ପରିବାରର ଅନ୍ୟ କୌଣସି ବ୍ୟକ୍ତି ତାଙ୍କ ମରଶରୀରକୁ ଛୁଇଁବାକୁ ଦିଆଯାଇନଥିଲା

Facebook Notice for EU! You need to login to view and post FB Comments!

Related Post

ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା,ରଥଯାତ୍ରା ଆୟୋଜନର ନିଷ୍ପତ୍ତି ଏବେ ନୁହେଁ

Posted by - April 24, 2020 0
ପୁରୀ :(ସମୀର ରଞ୍ଜନ ନାୟକ )କୋଭିଡ୍ ୧୯ ମହାମାରୀ ମୁକାବିଲା ଲାଗି  ସରକାରଙ୍କ ପକ୍ଷରୁ ଜାରି ନିୟମକୁ ପାଳନ କରାଯାଇ  ଅକ୍ଷୟ ତୃତୀୟା ନୀତିବିଧି ମନ୍ଦିର ବାହାରେ…

ବ୍ରହ୍ମପୁର:ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ

Posted by - February 22, 2021 0
ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପେଟ୍ରୋଲିୟମ ସାମଗ୍ରୀ ଓ ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତ୍ୟାହାର କର ଦାବୀ କରି ଆଜି ସ୍ଥାନୀୟ…

ବାହାନଗା ବିଡ଼ିଓ ଙ୍କ ଦବଙ୍ଗ ଗିରି ଧାରଣା ରେ ବସିଲେ ସାମ୍ବାଦିକ

Posted by - December 28, 2020 0
ନୀଳଗିରି :(ସୌମ୍ୟାସାଇ ବାରିକ)ବାଲେଶ୍ଵର ଜିଲ୍ଲା ବାହନଗା ବିଡ଼ିଓ ଙ୍କ ଦବଙ୍ଗ ଗିରି । ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ।ଅଭିଯୁକ୍ତ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଶୂନ।…

ନବରଙ୍ଗପୁର ରେ ବିଜେଡ଼ି ମହିଳା ଓ ଛାତ୍ର ବିଜୁ ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

Posted by - November 25, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଦିନକୁ ଦିନ ଗ୍ୟାସଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକି ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି, କେନ୍ଦ୍ର ସରକାର ଉଜ୍ଜ୍ୱଳ। ଯୋଜନାକରି ମହିଳା…

There are 214 comments

Leave a comment

Your email address will not be published.