Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

.ଅନଗୁଳ ଜିଲ୍ଲା ପୋଲିସ ତରଫରୁ ରକ୍ତଦାନ ଶିବିର

303 0

.ଅନଗୁଳ:(ମହେଶ ଭୋମରାଜ)ଅନଗୁଳ ଜିଲ୍ଲା ପୋଲିସ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି ..ଉକ୍ତ ଶିବିର କୁ ମୁଖ୍ୟ ଅତିଥି ଅନଗୁଳ S.P ଜଗମୋହନ ମିନା ଓଧଘଟାନ କରିଥିଲେ ଏବଂ ନିଜେ ପ୍ରଥମେ ରକ୍ତଦାନ ମଧ୍ୟ କରିଥିଲେ

ଅନଗୁଳ sdpo ଅସ୍ୟୁନି କୁମାର ସାହୁ ମଧ୍ୟ ରକ୍ତଦାନ କରି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ .ଏହି ଶିବିର ର ରେ ଅନଗୁଳ ର ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇ ରକ୍ତ ଦେବା ସହ ସମସ୍ତ ରକ୍ତ ଦାତା ମାନଙ୍କୁ ସହଯୋଗ କରିଥିଲେ

Related Post

ଅମଣିଷର ବର୍ବରତା ,ଗୋ ମାତା ଉପରେ ଅତ୍ୟାଚାର

Posted by - May 23, 2022 0
ବୌଦ୍ଧ:(ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ତ୍ରିବେଣୀ ପୁର ରେ ଦେଖିବାକୁ ମିଳିଛି ଅମଣିଷର ପରିଚୟ।ମିଳିଥିବା ସୂଚନା ଅନୁଯାୟୀ ତ୍ରିବେଣୀ…

ରୋଗଗ୍ରସ୍ତ ମସ୍ତିଷ୍କ ବିକୃତ ଲୋକକୁ ସାହା ହେଲା ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ

Posted by - January 19, 2020 0
ଯାଜପୁର:ଗାନ୍ଧୀ ଗୋପବନ୍ଧୁ ଆଉ ମଦର ଟେରେସା ଆଦର୍ଶକୁ ଆପଣେଇ ନେଇଥିବା “ସୁର୍ଯ୍ୟାଲୋକ ସମାଜ ସେବା” ସଂଗଠନ ତାର ଉଦିଅମାନ ଯୁବ ସ୍ୱେଚ୍ଛାସେବୀ ବାହିନୀ ସହାୟତାରେ ସମଗ୍ର ଯାଜପୁର…

ଡାକ୍ତର ଦେଖାଇଲେ ମହାନତା,କଲେ ବିପଦପୂର୍ଣ୍ଣ ସଫଳ ଅସ୍ତ୍ରୋପଚାର ବଞ୍ଚାଇଲେ ପ୍ରସୂତି ଓ ନବଜାତକ ଜୀବନ

Posted by - July 19, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ଜଣେ ଆସନ୍ନ ପ୍ରସବା ଗର୍ଭ ଜନିତ ଯନ୍ତ୍ରଣା ରେ ଛଟପଟ ହୋଇ ଶୁକ୍ରବାର ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲା ।ତାର ରିସ୍କି…

ସୋମବାରକୁ ସୋମବତୀ ଅମାବାସ୍ୟା ମହାଯୋଗରେ ପଡିଛି ସାବିତ୍ରୀ ବ୍ରତ

Posted by - June 2, 2019 15
ପୁରାଣ ମାନ୍ୟତା ଅନୁସାରେ ସୋମବତୀ ଅମାବାସ୍ୟାରେ ଜନ୍ମ ହୋଥିଲେ  ଶନି ମହାଗ୍ରହ । ଏଣୁ ଏହି ଦିନ ସନିଙ୍କ ପ୍ରିତ୍ୟାର୍ଥେ ଲୋକେ ଅଶ୍ବତଥ ଓ ବରଗଛ ପୂଜା…

ଆସନ୍ତାକାଲି କୃଷିଭିତିକ ଗଣପର୍ବ ରଜ,କିନ୍ତୁ କୋରୋନା ପାଇଁ ପର୍ବ ପିଂକା

Posted by - June 13, 2020 166
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଚାରିଆଡେ ଲକ ଡାଉନ ଓ ସଟ ଡାଉନ ଥିବା ବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଦାୟ ନେଉଥିବା ଅନ୍ତେବାସୀ ମାନଙ୍କୁ ସମ୍ବର୍ଦ୍ଧିତ…

Leave a comment

Your email address will not be published.