ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍ ଇଣ୍ଡିଆ କଂଗ୍ରେସ୍ କମିଟି (ଏଆଇସିସି) ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିବା ପ୍ରକାଶ ।ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିକୁ ପୁର୍ନଗଠିତ କରାଯାଇଛି।
ଏହି ଇସ୍ତାହାର କମିଟିର ପୁର୍ନଗଠିତ ନେଇ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀକାନ୍ତ ଜେନା କହିଛନ୍ତି, ଏଭଳି ନିଷ୍ପତ୍ତିକୁ ନେଇ ମୁଁ ବହୁତ ଖୁସି ଅଛି।’ ୧୦ ସଦସ୍ୟ ବିଶିଷ୍ଟ ନୂତନ ଇସ୍ତାହାର କମିଟିରେ ବିରୋଧି ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିିସି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ, ସତ୍ୟପ୍ରକାଶ ନାୟକ, ସୁଦର୍ଶନ ଦାସ,ଶ୍ୟାମସୁନ୍ଦର ହାଂସଦା, ମେରିସୁରିନ୍, ଲିଆକତ୍ ଅଲ୍ଲୀ, ଓ ନଟବର ଖୁଣ୍ଟିଆ ପ୍ରମୁଖ ସଦସ୍ୟ ରହିଛନ୍ତି। ବିସ୍ମୟ ମହାପାତ୍ର କମିଟିର ଅାବାହକ ରହିଛନ୍ତି।
cialis online reviews Acute extrapyramidal disorders may occur with chloroquine see PRECAUTIONS, ADVERSE REACTIONS and OVERDOSAGE
woman taking viagra Keywords breast cancer; epithelial specific ETS transcription factor 1 ESE1 ELF3; oestrogen receptor alpha; transcriptional repression
generic levitra reviews The diagnosis of most cheilitis is based on clinical signs and a careful anamnesis