କଂଗ୍ରେସ ଇସ୍ତାହାର କମିଟିରୁ ବାଦ ପଡ଼ିଲେ ଶ୍ରୀକାନ୍ତ ଜେନା

973 0

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି  ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି) ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିବା ପ୍ରକାଶ ।ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିକୁ ପୁର୍ନଗଠିତ କରାଯାଇଛି।

ଏହି ଇସ୍ତାହାର କମିଟିର ପୁର୍ନଗଠିତ ନେଇ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀକାନ୍ତ ଜେନା କହିଛନ୍ତି, ଏଭଳି ନିଷ୍ପତ୍ତିକୁ ନେଇ ମୁଁ ବହୁତ ଖୁସି ଅଛି।’ ୧୦ ସଦସ୍ୟ ବିଶିଷ୍ଟ ନୂତନ ଇସ୍ତାହାର କମିଟିରେ ବିରୋଧି ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିିସି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ, ସତ୍ୟପ୍ରକାଶ ନାୟକ, ସୁଦର୍ଶନ ଦାସ,ଶ୍ୟାମସୁନ୍ଦର ହାଂସଦା, ମେରିସୁରିନ୍‌, ଲିଆକତ୍‌ ଅଲ୍ଲୀ, ଓ ନଟବର ଖୁଣ୍ଟିଆ ପ୍ରମୁଖ ସଦସ୍ୟ ରହିଛନ୍ତି। ବିସ୍ମୟ ମହାପାତ୍ର କମିଟିର ଅାବାହକ ରହିଛନ୍ତି।

Facebook Notice for EU! You need to login to view and post FB Comments!

Related Post

ହରଭଙ୍ଗା ବ୍ଲକ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ,ଗୃହ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ

Posted by - November 9, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ସାମିଲ ଥିବା ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଉପରେ କୈlଣସି ପଦକ୍ଷେପ ନ ନେବା, CBI ତଦନ୍ତ ନକରିବା…

ଯାଜପୁର ବରୀରେ ୩୦ ଟି ଉତ୍ତେଜନା ପ୍ରବଣ ଓ ୬ ଟି ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ

Posted by - March 30, 2019 340
ବରୀ:,୨୭/୩-:(ସ୍ନେହାଂଶୁ ମହାନ୍ତି)ବରୀ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଚାଲିଛି । ଏ ନେଇ ପ୍ରତ୍ୟେକ ବୁଥ ଗୁଡିକୁ ତଦାରଖ କାରାଯାଇ…

ତୃତୀୟ ଦିନରେ ୫ ଜିଲ୍ଲାପରିଷଦ, ୱାର୍ଡ ମେମ୍ବର ୧୩୫, ସରପଞ୍ଚ ୩୪ ଏବଂ ସମିତି ସଭ୍ୟ ୧୦ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

Posted by - January 19, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ତୃତୀୟ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ବ୍ଲକ କାର୍ଯ୍ୟାଳୟରେ…

କୋଭିଡ ନିୟମ ଉଲ୍ଲଘଂନ ନେଇ ଅତାବିରା ବିଧାୟିକାଙ୍କ ବିରୁଦ୍ଧରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲା ଅତାବିରା ବିଜେପି ଦଳ

Posted by - January 6, 2022 0
ବରଗଡ/ଅତାବିରା:କରୋନାର ତୃତିୟ ଲହର ମାଡିଆସୁଥିବା ଭୟରେ ସରକାର ଜନସାଧାରଣ ହିତପାଇଁ କୋଭିଡ ନିୟମକୁ ଅତି କଡାକଡି ଭାବେ ପାଲନ କରିବାକୁ ନିର୍ଦେଶ ଦେଇଛନ୍ତି ।କିନ୍ତୁ ଗତ ତା:-୩…

ବିଜୁ ମହିଳା ,ଯୁବ,ଏବଂ ଛାତ୍ର ଜନତା ଦଳ ତରଫରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

Posted by - November 23, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଯୁବ ଏବଂ ଛାତ୍ର ଜନତାଦଳ ପକ୍ଷରୁ ବାଲିଆପାଳ ବ୍ଲକ ରେ ଆଜି ବିକ୍ଷୋଭ…

There are 0 comments

  1. Pingback: fuck google

  2. Pingback: elexusbet

  3. Pingback: fuck google

  4. Pingback: fuck Google

  5. Pingback: chilf porn

Leave a comment

Your email address will not be published.