Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ମହିଳା ମହାବିଦ୍ୟାଳୟ ଛାତ୍ରୀ ପିଉଛନ୍ତି ମଦ – ଭିଡିଓ ହେଲା ଭାଇରାଲ.

322 0

ତାଳଚେର -(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ତାଳଚେର ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମେଡିଆରେ ହେଲା ଭାଇରାଲ । ଯାହାକୁ ନେଇ ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରା ଯାଇଛି । ସୋସିଆଲ ମେଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୩-୪ ଜଣ ଝିଅଙ୍କୁ ଜଣେ ଯୁବକ ଗ୍ଲାସରେ ମଦ ଢାଳୁଛି । ଆଉ ଝିଅ ୩-୪ ଜଣ ଆଗ୍ରହ ସହକାରେ ମଦ ପିଉଛନ୍ତି ।

ଆଉ ଏହି ମଦ ପିଇବା ବେଳେ ଖୁସିରେ ଗଦଗଦ ହେଉ ଯାଉଛନ୍ତି ଯୁବତୀ । ମଦ ଢାଳି ଦେଉଥିବା ଯୁବକ ଜଣଙ୍କ ମଧ୍ୟ ତାଳଚେର ଅଞ୍ଚଳର ବୋଲି ଜଣା ପଡ଼ିଛି । ଏହି ଭିଡିଓ ଭାଇରାଲ ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଅଭିଭାବକ ମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅଭିଯୋଗ କରିଥିବା ମଧ୍ୟ ଜଣା ପଡ଼ିଛି । ତେବେ ଯୁବତୀ ମାନେ ଏଭଳି ଖୁଲମଖୁଲା ମଦ ପିଇବାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Post

ଆସନ୍ତା ଏପ୍ରିଲରେ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ପରୀକ୍ଷା

Posted by - February 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ବାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠତ ହେବା…

ଭୁବନେଶ୍ବର ରେ ହୋଇ ନାହି ତ ଗୋଷ୍ଠୀ ସଂକ୍ରମଣ,ପଢନ୍ତୁ ଏହି ରିପୋର୍ଟ

Posted by - July 21, 2020 0
ଭୁବନେଶ୍ବର :ଦିନ କୁ ଦିନ ଭୁବନେଶ୍ବର ପରିସ୍ଥିତି ଖରାପ ହେବାରେ ଲାଗିଛି । ବିଏମ୍‌ସି ପକ୍ଷରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକା ପ୍ରକାଶ ପାଉଥିବା ବେଳେ ଏଥିରୁ…

ବୀରମହାରାଜପୁର ରେ୧୨ଘଣ୍ଟିଆ ବନ୍ଦ ପାଳନ

Posted by - September 3, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଚାରି ଦଫା ଦାବି ନେଇ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ଜିଲ୍ଲା ଯୁବ କଂଗ୍ରେସ ଓ…

ଟିଟିଲାଗଡ ରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ

Posted by - November 13, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସାରାରାଜ୍ୟରେ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ନିଆଁ ଜଳୁଥିବା ବେଳେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ମନ୍ତ୍ରୀ…

ରବିବାର ଠାରୁ ଭକ୍ତ ମାନଙ୍କ ସକାଶେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର ଦ୍ଵାର

Posted by - January 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ରାଜ୍ୟରେ କୋଭିଡ ସହ ଅମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଥିବା ରୁ…

Leave a comment

Your email address will not be published.