ଇନ୍ଧନର ଅପ ବ୍ୟବହାରକୁ ରୋକିବା ଉଦ୍ଧେଶ୍ୟରେ ସଚେତନତା ପଦଯାତ୍ରା

374 0

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ଇନ୍ଧନର ଅପ ବ୍ୟବହାରକୁ ରୋକିବା ଉଦ୍ଧେଶ୍ୟରେ ସଚେତନତା ପଦଯାତ୍ରା । ଯାଜପୁରରେ ପେଟ୍ରୋଲିୟମ କନଜରଭେସନ ରିସର୍ଚ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରା ଏନ ସି କଲେଜରୁ ଆରମ୍ଭ ହୋଇ ରାମମନ୍ଦୀର ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରାରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରି ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ନିଳାଚଳ ଇସ୍ପାତ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଧେଶକ ଏସ ଏସ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇନ୍ଧନ ଏକ ସିମୀତ ସମ୍ବଳ ହୋଇଥିବାରୁ ଏହାର ସଦଉପଯୋଗ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ ।

ଆବଶ୍ୟକ ନଥିବା ବେଳେ ଗାଡି ବ୍ୟବହାର ନ କରି ପାଦରେ ଚାଲିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୁସ୍ଥାନ ପେଟ୍ରୋଲିୟମର ଅଧିକାରୀ ରାକେଶ ନାୟକ ଏବଂ ଇଣ୍ଡିଆନ ଅଏଲର ଅଧିକାରୀ ସୌରଭ ମଣ୍ଡଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Facebook Notice for EU! You need to login to view and post FB Comments!

Related Post

ଯାଜପୁର କୁସୁମା ନିକଟରେ ଅଘଟଣ

Posted by - November 22, 2019 455
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର କୁସୁମା ନିକଟରେ ଅଘଟଣ । ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସି ନାବାଳିକା ମୃତ ଓ ଜଣେ ଗୁରୁତର । ମୃତ ନାବାଳିକା…

ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ

Posted by - October 19, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ପରିଷଦ ଅଧ୍ୟକ୍ଷ ଓମ୍ ପ୍ରକାଶ…

ଯାଜପୁର ଜିଲାରେ କୋରୋନା ସ୍ଥିତିର ସମୀକ୍ଷା

Posted by - March 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ କୋରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ଜିଲାପାଳ ରଂଜନ କୁମାର ଦାସ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ କରିଥିଲେ । ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଓ ଉପଜିଲାପାଳ ପ୍ରମୁଖ ଗସ୍ତ କରି ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ ।କୋରୋନା ପାଇଁ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ୱାର୍ଡ କୁ ମଧ୍ୟ ବୁଲି ଦେଖିଥିଲେଆଉଟଡୋରରେ ରୋଗୀ ମାନେ ପରସ୍ପର ପରସ୍ପର ଠାରୁ ଦୂରତା ବଜାୟ ରଖିବାକୁ ସେ ପରାମର୍ଶଦେଇଥିଲେ । ସାରା ଜିଲାରେ ୧୪୪ ଧାରା ଲାଗୁ ହୋଇଥିବାରୁ କୌଣସି ସ୍ଥାନରେ ଗହଳି ସୃଷ୍ଟି ନ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତିଆସନ୍ତା ୨୧ ତାରିଖରୁ ହେବାକୁ ଥିବା ବାରୁଣୀ ବୁଡକୁ ପ୍ରଶାସନ ପକ୍ଷରୁ ସଂପୁର୍ଣ୍ଣ ବନ୍ଦ କରାଯାଇଛି ।  ଜିଲାର ବିଭିନ୍ନ ଗହଳି ପୂର୍ଣ୍ଣ ସ୍ଥାନ ଯଥା ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ଅଂଚଳରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତି । Facebook Notice for EU! You need to login to view and post…

ପୁଣ୍ୟତୋୟା ବୈତରଣୀ ବାଲିରେ ପବିତ୍ର ବାଲି ମେଲଣ ଅନୁଷ୍ଠିତ

Posted by - March 10, 2020 710
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ବରାହ ପୀଠ ନିକଟ ପୁଣ୍ୟତୋୟା ବୈତରଣୀ ବାଲିରେ ପବିତ୍ର ବାଲି ମେଲଣ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣରରେ ସ୍ଥାନୀୟ…

୧୨୦ଜଣ ସ୍ବାସ୍ଥ୍ୟକର୍ମୀ ଙ୍କୁ ହାଇଜିନିକ୍ କୀଟ ପ୍ରଦାନ

Posted by - July 29, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ଆଶା , ଅଙ୍ଗନବାଡ଼ି ଓ ଏନ୍ଏମ୍ କର୍ମୀ ମାନେ ଆଗ ଧାଡ଼ିର ସ୍ବାସ୍ଥ୍ୟ କର୍ମୀ । ଦୀର୍ଘଦିନ ହେବ ଏହିମାନେ କରୋନା ବିରୁଦ୍ଧରେ…

Leave a comment

Your email address will not be published.